Browsing Tag

health news

ଅଘଷା ପାଟିରେ ପାଣି ପିଇବାର ଉପକାର

ସକାଳୁ ଶୋଇକି ଉଠିବା ମାତ୍ରେ ହିଁ ଶୋଷ ଲାଗେ । ଅଧିକାଂଶ ଲୋକ ବିନା ଦାନ୍ତଘଷି ଏକ ଦୁଇ ଗ୍ଲାସ ପାଣି ପିଅନ୍ତି, ଯାହା ଶରୀରରେ ପାଣିର ଅଭାବକୁ ପୂରା କରିବାରେ ସହାୟକ ହୋଇଥାଏ । ଋଷିମୁନିମାନେ ମଧ୍ୟ ସକାଳେ ପାଣି ପିଇବାକୁ…

‘ମଙ୍କିପକ୍‌ସ’ ଭୂତାଣୁ କ’ଣ?

ୱାସିଂଟନ୍‌: ମେ ୧୯: ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁ୍ୟସେଟ୍‌ରେ ବିରଳ ‘ମଙ୍କିପକ୍‌ସ’ ସଂକ୍ରମଣ ଚିହ୍ନଟ ହୋଇଛି । ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ । ସଂକ୍ରମିତଙ୍କ…

୧୫ ପ୍ରତିଶତରୁ ଅଧିକ ଲୋକଙ୍କଠାରେ ମୁଣ୍ଡବିନ୍ଧାର ସମସ୍ୟା

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ସମସ୍ତେ ନିଜ ଜୀବନରେ ଅତି କମରେ ଥରେ ଏହା ସହିତ ସଂଘର୍ଷ କରିଥିବେ । ତଥାପି ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ନିୟମିତ ଭାବେ ମୁଣ୍ଡବିନ୍ଧା ହୋଇଥାଏ । ସମ୍ପ୍ରତି…

ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

ବେଳେବେଳେ କୁନି ଝିଅର ମନ ରଖିବା ପାଇଁ ଆପଣ ନିଶ୍ଚିତ ଭାବେ ଲିପଷ୍ଟିକ ଲଗାଇ ଦେଉଥିବେ ଏବଂ ପ୍ରଶଂସା ବି କରୁଥିବେ । ତେବେ ଏହି ଛୋଟ ଛୋଟ ଅଭ୍ୟାସ ପିଲାଟିର ମନରେ ମେକଅପ୍‌ ପ୍ରତି ଆକର୍ଷଣ ବିକଶିତ କରିଥାଏ । କିନ୍ତୁ ଏହା…

ମଧୁମେହ ଡାକିଆଣେ ‘ୟୋ ୟୋ ଡାଏଟିଂ’

ଆଜିକାଲି ସେଲିବ୍ରେଟିଙ୍କ ମଧ୍ୟରେ ୟୋ-ୟୋ ଡାଏଟିଂ ବହୁତ ପପୁଲାର ହେବାକୁ ଲାଗିଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଏହା ସର୍ବଦା ଏକ ତର୍କର ବିଷୟବସ୍ତୁ ହୋଇ ରହିଛି । ଆମେରିକୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ,…

ଥ୍ରିଡି ଟେକ୍ନୋଲୋଜିରେ କୃତ୍ରିମ ଅଙ୍ଗ

ଅଷ୍ଟ୍ରେଲିଆ: ବର୍ତ୍ତମାନର ସମୟରେ କ୍ୟାନସର ସମସ୍ତଙ୍କ ପାଇଁ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ଏହି ରୋଗର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି । ସେହିକ୍ରମରେ ପ୍ରତି ସମୟରେ ଅନେକ ନୂଆନୂଆ…

ଆଣ୍ଠୁଗଣwି ପ୍ରତିରୋପଣ ଓ ଏହାକୁ ନେଇ ସତର୍କତା

ଆଜିକାଲିର ବ୍ୟସ୍ତବହୂଳ ଜୀବନଶୈଳୀ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ସେଥିଧ୍ୟରୁ ଆଣ୍ଠୁଗଣ୍ଠି ବିନ୍ଧା ଯେପରି ସାଧାରଣ ପାଲଟିଛି । ଅନେକ ଲୋକଙ୍କ ନିକଟରେ ଏହି ସମସ୍ୟା ଦେଖାଦେଉଛି । ଏହା ଛୋଟ ଯନ୍ତ୍ରଣାରୁ…

ଅଫିସ୍‌ କାର୍ଯ୍ୟରୁ ଜନ୍ମିତ ଅବସାଦ ଓ ଲକ୍ଷଣ

ଆଜିକାଲି ଅଫିସ୍‌ରେ ଅନେକଙ୍କ କ୍ଷେତ୍ରରେ ନିୟମିତ ଅବସାଦ ଦେଖାଦେଉଛି । ସେମାନେ ପ୍ରାୟ ସବୁଦିନ କାର୍ଯ୍ୟାଳୟରେ ଦୁଃଖୀ, ଚିନ୍ତାଗ୍ରସ୍ତ ରହିଥାଆନ୍ତି । ଏଭଳି ଲୋକମାନେ ‘ୱାର୍କ ଡିପ୍ରେସନ୍‌’ ବା ଅଫିକ୍‌ କାର୍ଯ୍ୟରୁ ଜନ୍ମିତ…

ମାନସିକ ସ୍ୱାସ୍ଥ୍ୟ ବିଗାଡ଼ୁଛି ଟିକ୍‌ଟକ୍‌

ଆମେରିକାରର ଯୁବକ ସହ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଟିକ୍‌ଟକ୍‌ର ଖରାପ ପ୍ରଭାବ ପଡୁଛି । ଆର୍ଟନି ଜେନେରାଲଙ୍କ ଦ୍ୱାରା ଗଠିତ ଟିମ୍‌ ଏଭଳି ରିପୋର୍ଟ ଦେଇଛନ୍ତି । ଆମେରିକାର ସାତଟି ସ୍ଥାନ କାର୍ଲିଫଣ୍ଣିଆ, ଫ୍ଲୋରିଡା,…

ଇଞ୍ଜେକ୍ସନ କମାଇବ ମୋଟାପଣ

ବିଗତ କିଛି ବର୍ଷ ହେବ ମେଦବହୁଳତାର ସମସ୍ୟା ଏକ ମହାମାରୀର ରୂପ ନେବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୬୫ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଏହି ସମସ୍ୟାରେ ପୀଡ଼ିତ । ଓଜନ ବୃଦ୍ଧିର ଏହି ସମସ୍ୟାକୁ ହ …