ଜୀବନଚର୍ଯ୍ୟା ନଡିଆ ଅଖରୋଟ ବର୍ଫି Jul 23, 2022 ସାମଗ୍ରୀ : ୨ କପ କୋରା ନଡିଆ, ୧କପ ଚିନି, ଅଧାକପ ଅଖରୋଟ ପାଉଡର, ଅଳ୍ପ ପରିମାଣରେ ଗୁଜୁରାତି ଗୁଣ୍ଡ, ଅଧା କପ ଅଖରୋଟ ଖଣ୍ଡ । ପ୍ରଣାଳୀ : ପ୍ରଥମେ ମିଡିଅମ୍ ଆଞ୍ଚରେ ୨ମିନିଟ୍ ପାଇଁ ନଡିଆକୁ ଭାଜ;ୁ । ଭାଜିଲା ପରେ…