‘ହିରୋ ମୋଟୋର୍କୋର୍ପ’ର ଚେୟାର୍ ମ୍ୟାନ ପବନ ମୁଞ୍ଜାଲଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ
ଦିଲ୍ଲୀ: ମାର୍ଚ୍ଚ ୨୩: ‘ହିରୋ ମୋଟୋର୍କୋର୍ପ’ର ଚେୟର୍ ମ୍ୟାନ୍ ପବନ ମୁଞ୍ଜାଲ୍ଙ୍କ ବାସଭବନ ସମତେ କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍ରେ ଆଜି ସକାଳୁ ଆୟକର ବିଭାଗ ଚଢ଼ାଉ କରିଛି । ହେଲେ ଚଢ଼ାଉର କାରଣ…