କାଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୋଗରେ ହିଜ୍ୱଲ୍ ମୁଜାହିଦିନ୍ ଗିରଫ
ବେଙ୍ଗାଲୁରୁ: ଜୁନ ୭: କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜ୍ୱଲ୍ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ୍ ତାଙ୍କୁ ଗିରଫ କରିଛି ।…