ଓଡ଼ିଶା ଧନତେରସ୍ Oct 23, 2022 କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ପଡିଥାଏ ଧନତେରସ୍ । ଯାହାକୁ ଧନ,ସ୍ୱର୍ଣ୍ଣ ଅଳଙ୍କାର, ଶୁଭ ମାଙ୍ଗଳିକ କର୍ମର ଆଗମନକୁ ବୁଝାଇଥାଏ । ତେବେ ଏହି ‘ଧନତେରସ୍’ ଶବ୍ଦ ସହିତ ଏକ ବିଶେଷ ପ୍ରଥା ମଧ୍ୟ ଯୋଡ଼ି ହୋଇ…