ବିଶାଖାପାଟଣା ର ହିନ୍ଦୁସ୍ତାନ ସିପୟାର୍ଡ଼ ରେ କ୍ରେନ୍ ଖସିପଡି 10 ଜଣଙ୍କର ମୃତ୍ୟୁ
ବିଶାଖାପାଟଣା : ଅଗଷ୍ଟ ୦୧: ଶନିବାର ଦିନ ହିନ୍ଦୁସ୍ତାନ ସିପୟାର୍ଡ଼ ଲିମିଟେଡ୍ ପରିସରରେ ଏକ ଜେଟି କ୍ରେନ୍ ଖସିପଡିଥିବା ବେଳେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।…