ମନୋରଞ୍ଜନ ଆଇଡଲ ମ୍ୟାନଙ୍କ ସନ୍ଧାନରେ ସୋନୀକ୍ଷୀ Oct 26, 2021 ମୁମ୍ବାଇ: ବଲିଉଡ୍ ନାୟିକା ସୋନୀକ୍ଷୀ ସିହ୍ନା ନିଜର ସ୍ୱତନ୍ତ୍ର ବିଚାରଧାରା ଏବଂ ଖୋଲା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ସର୍ବଦା ଦେଶର ସମସାମୟିକ ପ୍ରସଙ୍ଗ ଉପରେ ନିଜର ରାୟ ରଖିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି…