ବିଶ୍ବ ଇରାନ୍ରେ ତୀବ୍ର ଭୂମିକମ୍ପ: ୩ ମୃତ, ୮ ଆହତ Jul 2, 2022 ଦିଲ୍ଲୀ: ଜୁଲାଇ ୦୨: ଗତକାଲି ରାତିରେ ଦକ୍ଷିଣ ଇରାନ୍ରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଏତେ ତୀବ୍ର ଥିଲା ଯେ, ରାସ୍ତାଘାଟ ସହିତ କେତେକ ଘର ଫାଟି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୩…