ବଦଳିଲେ ସ୍ୱାସ୍ଥ୍ୟ ସଚିବ; ନିକୁଞ୍ଜଙ୍କୁ ଶକ୍ତି, ବିଷ୍ଣୁପଦଙ୍କୁ ରାଜସ୍ୱ
By Papu Mohanty
ଭୁବନେଶ୍ୱର(ସବୁ୍ୟ): May 13: କରୋନା ମୁକାବିଲା ମଧ୍ୟରେ ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ବଦଳିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସଚିବ ତଥା ୧୯୯୩…