ଜିଲ୍ଲା ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୬୫ଟି କେନ୍ଦୁ ଗଣ୍ଡି ଜବତ୍ Apr 28, 2022 କଣ୍ଟାମାଳ : ବୌଦ୍ଧ ବନ ବିଭାଗକୁ କିଛି ଚୋରା କେନ୍ଦୁ କାଠ ଚାଲଣ କରୁଥିବା ମାଫିଆଙ୍କ ବିଷୟରେ ସୂଚନା ପାଇଛନ୍ତି । କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବୌଦ୍ଧରେ ଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରେଞ୍ଜର କ୍ଷୀରାବ୍ଧୀ…