ସ୍ୱାସ୍ଥ କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ Oct 12, 2022 କୌଣସି ବି ରୋଗର ଚିହ୍ନଟ ପାଇଁ ବ୍ଲଡ, ସିଟି ସ୍କାନ କିମ୍ବା ଅନ୍ୟ କିଛି ଯାଞ୍ଚ କରାଇବାକୁ ପଡିଥାଏ । କିନ୍ତୁ ଏବେ କଣ୍ଠସ୍ୱରରୁ ରୋଗର ଚିହ୍ନଟ କରାଯାଇ ପାରିବ । ଆମେରିକା ଫ୍ଲୋରିଡା ୟୁନିଭରସିଟିର ହେଲ‘ ଭଏସ୍ ସେଣ୍ଟର…