ଦେଶ- ବିଦେଶ ଓଆଇସି ଉପରେ ବର୍ଷିଲା ଭାରତ May 17, 2022 ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋପରେସନ୍କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର…
ବିଶ୍ବ ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ May 6, 2022 ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି…
ବିଶ୍ବ ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ବିଚାର Apr 23, 2022 ନୂଆଦିଲ୍ଲୀ: ଅପ୍ରେଲ ୨୩: ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦେଲା ଭାରତ। ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଗଲେ ଭାରତରେ ମିଳିବନି ଉଚ୍ଚ ଶିକ୍ଷା ବା ଚାକିରି ସୁଯୋଗ । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି…
ବିଶ୍ବ ଇଟାଲି ଫେରିବ ଅଗଷ୍ଟା Apr 21, 2022 ନୂଆଦିଲ୍ଲୀ: ଅପ୍ରେଲ ୨୧: ଦୀର୍ଘ ୧୦ ବର୍ଷ ପରେ ନିଷ୍ପତ୍ତି ନେଲେ ସରକାର । ଇଟାଲି ଫେରିବ ୩ଟି ଅଗଷ୍ଟା ହେଲିକପ୍ଟର । ଏତେ ବର୍ଷ ଧରି ଦିଲ୍ଲୀ ପାଲାମ୍ ଏୟାରଫୋର୍ସ ଷ୍ଟେସନରେ ପଡ଼ି ରହିବା ପରେ ଏହାକୁ ଫେରାଇବା ପାଇଁ ସ୍ତିର…
ବିଶ୍ବ ଜାତିସଂଘରେ ବର୍ଷିଲେ ଜେଲେନସ୍କି Apr 6, 2022 କିବ୍: ଋଷର ଅମାନବୀୟ ମନୋଭାବକୁ ଜାତିସଂଘରେ ତୀବ୍ର ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ…
ବିଶ୍ବ ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି Mar 22, 2022 ନୂଆଦିଲ୍ଲୀ: ମାର୍ଚ୍ଚ ୨୨: ପୂର୍ବରୁ ଭାରତ ବହୁ ଐତିହ ଓ ବିତ୍ତଶାଳୀ ରାଷ୍ଟ୍ର ଥିଲା । ତେବେ କାଳକ୍ରମେ ଯତ୍ନ ଅଭାବ ଓ ଇଂରେଜମାନଙ୍କ ଶାସନ ପାଇଁ ଆମ ଦେଶ ଅନେକ ସବୁ ସହିଛି । ଖାଲି ମାନସିକ ସ୍ତରରେ ନୁହେଁ ବରଂ ଅର୍ଥନୈତିକ…
ବିଶ୍ବ ଭାରତକୁ ଋଷର ତୈଳ ଡିସକାଉଣ୍ଟ ଅଫର୍ Mar 10, 2022 ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ୟୁକ୍ରେନ୍ ଆକ୍ରମଣକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିସ୍ଥିତିର ସାମ୍ନା କରୁଥିବା ଋଷିଆନ୍ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼…
ଦେଶ- ବିଦେଶ ଭାରତରୁ ଫିଲିପାଇନ୍ସକୁ ରପ୍ତାନୀ ହେବ ବ୍ରହ୍ମୋସ୍ Jan 15, 2022 ନୂଆଦିଲ୍ଲୀ: ଜାନୁଆରୀ ୧୫: ଭ।ରତର ପ୍ରତିରକ୍ଷ। ରପ୍ତ।ନି ଯୋଜନ।ରେ ଫିଲିପ।ଇନ୍ସ ଏହ।ର ନୌସେନା ପ।ଇଁ ଏକ ମିସ।ଇଲ୍ ସିଷ୍ଟମ୍ ଯୋଗ।ଇବ। ପ।ଇଁ ୩୭୪.୯ ମିଲିୟନ୍ ଡଲ।ରର ଭ।ରତୀୟ ବ୍ରହ୍ମୋସ୍ ଏରୋସ୍ପେସ୍ ଲିମିଟେଡ୍ ପ୍ରସ୍ତ।ବକୁ…
ଓଡ଼ିଶା ସଫଳ ହେଲା ପ୍ରଳୟର ଦ୍ୱିତୀୟ ପରୀକ୍ଷଣ Dec 23, 2021 ବ।ଲେଶ୍ୱର: ଡିସେମ୍ବର ୨୩: ଦ୍ୱିତୀୟ ଦିନରେ ହୋଇଛି ପ୍ରଳୟର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲ। ଧ।ମର। ନିକଟ ଅବ୍ଦୁଲ କଲ।ମ୍ ଦ୍ୱୀପରୁ ପ୍ରଳୟର ପୁନର୍ବ।ର ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କର।ଯ।ଇପ।ରୁଥିବ।…
ଜିଲ୍ଲା ୨ ଦିନିଆ ବ୍ୟ।ଙ୍କ ଧର୍ମଘଟ Dec 16, 2021 ଭୁବନେଶ୍ୱର:ଡିସେମ୍ବର ୧୬: ୨ ଦିନିଆ ବ୍ୟ।ଙ୍କ ଧର୍ମଘଟ । ସରକ।ରଙ୍କ ବ୍ୟ।ଙ୍କ ଘରୋଇକରଣ ବିରୋଧରେ ବ୍ୟ।ଙ୍କ ୟୁନିଅନ ଦୁଇଦିନିଆ ଧର୍ମଘଟ ଘୋଷଣ। କରିଛନ୍ତି । ଏହି ଧର୍ମଘଟ ଦ୍ବ।ର। ଆଜି ଓ କ।ଲି ବ୍ୟ।ଙ୍କ ସେବ। ପ୍ରଭ।ବିତ ହେବ ।…