କୃଷକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ଅଙ୍ଗୀକାର ,ଫସଲ ବୀମା ଯୋଜନାରେ ହେବ ପରିବର୍ତ୍ତନ
ନୂଆଦିଲ୍ଳୀ: ଜଳବାୟୁ ସଂକଟ ଏବଂ ଦ୍ରୁତ ବୈଷୟିକ ଅଗ୍ରଗତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି । କୃଷି ଓ କୃଷକ କଲ୍ୟାଣ ମନୋଜ ଅହୁଜା ଏହି ସୂଚନା…