ଦେଶରେ ଚିହ୍ନଟ ହେଲେ ୨୮,୭୦୧ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪ ରେ ପହଁଚିଲା
ଭୁବନେଶ୍ୱର: ଜୁଲାଇ ୧୩: ଦେଶରେ କୋଭିଡ ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି I ଗତ ୨୪ ଘଂଟାରେ ଭାରତରେ ୨୮,୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ,…