Browsing Tag

india

ପାକିସ୍ତାନର ନୂଆ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ…

ଜଳବାୟୁ ପରିବର୍ତ୍ତନ ପ୍ରତି ଭାରତ ଓ ପାକିସ୍ତାନ ଅତ୍ୟଧିକ ସମ୍ବେଦନଶୀଳ ରାଷ୍ଟ୍ର: ଆମେରିକୀୟ ରିପୋର୍ଟ

ନୂଆଦିଲ୍ଲୀ: ଅକ୍‌ଟୋବର ୨୮: ଭାରତରେ ସଂପ୍ରତି ପାଗ ପରିସ୍ଥିତି ଅପ୍ରତ୍ୟାଶିତ ଭାବରେ ଭୟାନକ ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ଜଳବାୟୁ ସମ୍ପର୍କରେ ଆମେରିକା ପକ୍ଷରୁ ସଦ୍ୟ ପ୍ରସ୍ତୁତ ଏକ ରିପୋର୍ଟରେ ଭାରତ ଓ ପାକିସ୍ତାନ…

ଦେଶରେ ୨୪ ଘଣ୍ଟାରେ ୩୮ ହଜାର ୯୪୯ ଜଣ କରୋନାରେ ସଂକ୍ରମିତ

ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୯୪୯ ଜଣ କରୋନାରେ ସଂକ୍ରମିତ ହେଇଛନ୍ତି। ଅନ୍ୟପକ୍ଷରେ, ୪୦ ହଜାର ୦୨୬ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଦେଶରେ…