ଅପରାଧ ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ: ୩ ନିହତ Jun 7, 2022 ଜମ୍ମୁ ଓ କାଶ୍ମୀର: ଜୁନ ୭: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲା କତରାସ କାଣ୍ଡିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ଜଣେ ପାକ୍ ଆତଙ୍କବାଦୀ ସମେତ ୨ ଜଣ ଲସ୍କର ଇ ତଏବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି…