Browsing Tag

indian culture

ଅଁଳା ନବମୀରେ କାହିଁକି ଅଁଳାଗଛକୁ କରାଯାଏ ପୂଜା

ପୁରାଣରେ କାର୍ତ୍ତିକ ମାସ ସର୍ବୋତ୍ତମ ଏବଂ ପବିତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ ଭଗବାନ ବିଷ୍ଣୁ ୪ ମାସ ଯୋଗ ନିଦ୍ରା ପରେ ଜାଗ୍ରତ ହୋଇଥାନ୍ତି । ଏହି ପବିତ୍ର ମାସରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ…

ମହିଷାମର୍ଦ୍ଦିନୀ କଥା

ଯେତେବେଳେ ଧରାପୃଷ୍ଠରେ ପାପର ଭାର ବଢିଯାଏ ସେତେବେଳେ ଈଶ୍ୱର କୌଣସି ନା କୌଣସି ରୂପରେ ଧରାବତରଣ କରି ପାପର ବିନାଶ କରିଥାନ୍ତି । ଏହିପରି ଏକ କାରଣ ପାଇଁ ମଧ୍ୟ ଦେବୀ ଦୁର୍ଗାଙ୍କର ଧରାବତରଣ ହୋଇଥିଲା । ମହିଷାସୁର ନାମକ…

ବିଦେଶରେ କୃଷ୍ଣନାମ

କେବଳ ଯେ ଭାରତରେ କୃଷ୍ଣ ଜନ୍ମ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଜନା୍ମଷ୍ଟମୀକୁ ବିଦେଶର ଅନେକ ସ୍ଥାନରେ ଖୁବ ଜାକଜକମରେ ପାଳନ କରାଯାଇଥାଏ । ବିଦେଶୀ ଶ୍ରଦ୍ଧାଳୁମାନେ ମଧ୍ୟ ସେଦିନ ଉପବାସ ରଖିବା ସହ ସମସ୍ତ ରୀତିନୀତି ସହ…

ଗୋକୁଳାଷ୍ଟମୀ ପାଳନ

ହିନ୍ଦୁ ଧର୍ମର ନିୟମ ଅନୁସାରେ କୃଷ୍ଣଙ୍କର ଜନ୍ମ ମଧ୍ୟରାତ୍ରିରେ ପାଳନ କରାଯାଇଥାଏ । ଯାହା କୃଷ୍ଣାଷ୍ଟମୀ, ସାତମ୍‌ ଆଠମ୍‌, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ…

୩୦ ବର୍ଷର ମୃତ ଯୋଡ଼ାଙ୍କ ବିବାହ

ବିବିଧତାର ଦେଶ ଭାରତ । ଏଠାରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ପରମ୍ପରା ଦେଖିବାକୁ ମିଳିଥାଏ । ଆଜି ବି ଲୋକମାନେ ଏପରି ବହୁ ରୀତିନୀତି ଓ ପରମ୍ପରା ମାନି ଚଳୁଛନ୍ତି ଯାହା ପଛରେ କୌଣସି ଯୁକ୍ତଯୁକ୍ତ କାରଣ…

କାହିଁକି ବୋଲ୍‌ ବମ୍‌ ଜପ କରାଯାଏ ?

ବମ୍‌ ଶବ୍ଦ ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ ଏହି ତ୍ରିଦେବଙ୍କ ସଂକ୍ଷିପ୍ତ ନାମ । ଯାତ୍ରା ସମୟରେ ବମ୍‌ ବମ୍‌ ଭୋଲେ କିମ୍ବା ବୋଲ୍‌ ବମ୍‌ ଜପ କରିବା ଦ୍ୱାରା ଏହା ଭକ୍ତଙ୍କ ମଧ୍ୟରେ ସାହାସ ଓ ଶକ୍ତି ସଂଚାର କରିଥାଏ । ସ୍କନ୍ଦ…

ଦିଗ ଅନୁସାରେ ଖାଆନ୍ତୁ ଖାଦ୍ୟ

ବାସ୍ତୁ ଶାସ୍ତ୍ରରେ ଯେ କେବଳ ଘରସଜାଇବା ପାଇଁ ଉପାୟ ରହିଛି ତାହା ନୁହେଁ । ବାସ୍ତୁ ଅନୁସାରେ ଚଳିଲେ କିପରି ଘରେ ଶାନ୍ତି ରକ୍ଷାକରାଯାଇପାରିବ, ସେ ନେଇ ମଧ୍ୟ ଅନେକ ନିୟମ ରହିଛି । ଆସନ୍ତୁ ପଢିବା ଘରେ କେଉଁ ଦିଗରେ ବସି…

ଦୋଳ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ: ବୃଦ୍ଧି ପାଇବ ସୁଖସମୃଦ୍ଧି

ହୋଲି ବା ଦୋଳ ପୂର୍ଣ୍ଣିମା ବସନ୍ତ ଋତୁର ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ପଡ଼େ । ଭାରତ ବର୍ଷରେ ହୋଲିକୁ ବେଶ୍‌ ଧୂମ୍‌ଧାମରେ ପାନଳ କରାଯାଏ । ସନାତନ ଧର୍ମାନୁସାରେ, ହୋଲିକୁ ସୁଖସମ୍‌ୃଦ୍ଧି, ଭାଈଚାରା ଓ ପ୍ରେମର ପ୍ରତିକ…

ସଫଳତାର ମାର୍ଗ

ହିନ୍ଦୁ ଧର୍ମରେ ଏଭଳି ଅନେକ ଗ୍ରନ‘ ଅଛି ଯାହା ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେହିଭଳି ତୁଳସୀଦାସଙ୍କ ରଚୟିତା ‘ରାମଚରିତମାନସ’ ସର୍ବଦା ଲୋକଙ୍କୁ ଜୀବନରେ ଆଗକୁ ଯିବାକୁ ପ୍ରେରଣା ଦେଇଥାଏ । ଏହି ଗ୍ରନ‘ ଅନେକ…

ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା

ମାଘମାସରେ ପଡ଼ୁଥିବା ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ମୌନ ଅମାବାସ୍ୟା କୁହନ୍ତି । ଏହି ଦିନରେ ଦାନ ଓ ପୁନ୍ୟ କଲେ ଶୁଭଫଳ ମିଳେ । ଏହାସହିତ ଭଗବାନ ବିଷ୍ଣୁଙ୍କ କୃପା ଅର୍ଜନ ହୁଏ । ଶୁଦ୍ଧ ମନଚିତ୍ତରେ ମୌନ ଅମାବାସ୍ୟାର…