ଦେଶ- ବିଦେଶ ଏଥର କେଭି ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା May 5, 2022 ନୂଆଦିଲ୍ଲୀ: ମଇ ୦୫: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏଥର ହେବ ସର୍ବଭାରତୀୟ ସ୍ତରରେ ଏକକ ପ୍ରବେଶିକା ପରୀକ୍ଷା । ‘ଗୋଟିଏ ଦେଶ ଗୋଟିଏ ପରୀକ୍ଷା‘ ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍…