ରାଜନୀତି ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍ ସରକାର Nov 28, 2022 ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍ । ତେବେ ଏହାପୂର୍ବରୁ ବିଜେପି ଓ ଆମ୍ ଆଦମୀ ପାର୍ଟି ଜୋରସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ…
ଦେଶ- ବିଦେଶ ଆସନ୍ତା ମାସ ୧ ଓ ୫ରେ ହେବ ଗୁଜରାଟ ନିର୍ବାଚନ, କଂଗ୍ରେସର ପ୍ରତିଶ୍ରୁତି Nov 3, 2022 ଦିଲ୍ଲୀ : ଆଜି ନିର୍ବାଚନ ଆୟୋଗ କମିସନର୍ ରାଜୀବ କୁମାର ଗୁଜରାଟ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ୧ ଓ ୫ ତାରିଖରେ ନିର୍ବାଚନ ହୋଇ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ସେ ଜଣାଇଛନ୍ତି ।…
ଦେଶ- ବିଦେଶ ଅଙ୍ଗୁଳି ଉଠାଇଲେ ମମତା: ମୋର୍ବି ଦୁର୍ଘଟଣାରେ କୁଆଡ଼େ ଗଲେ ଇଡି, ସିବିଆଇ Nov 3, 2022 କୋଲକାତା: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି…
ରାଜନୀତି ୨୦୧୬ ମାମଲାରେ ବିଧାୟକ ଜିଗ୍ନେଶଙ୍କୁ ଜେଲ ଦଣ୍ଡ Sep 17, 2022 ଅହମ୍ମଦାବାଦ: ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି । ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି । ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ…
ଦେଶ- ବିଦେଶ ଆଜାଦଙ୍କ ନୂଆ ଦଳର ନାମ ‘ହିନ୍ଦୁସ୍ତାନୀ’ Sep 5, 2022 ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେବା ପରେ ନୂଆ ଗଠନ କଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି । ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ,…
ରାଜନୀତି ୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍ର ଜାତୀୟ ମୁଖପାତ୍ର Aug 25, 2022 ଦିଲ୍ଲୀ: ଆମ୍ ଆଦମୀ ଦଳର କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ବଡ଼ ଅଫର ଦିଆଯାଉଛି । ଯଦି ଅଫର୍ ଗ୍ରହଣ ନ କରିବ ତେବେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମଧ୍ୟ ମିଳୁଛି ବୋଲି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି ଆପ୍…
ରାଜନୀତି ୨୪ରେ ନୀତୀଶ ଦେବେ ଆସ୍ଥା ପରୀକ୍ଷା Aug 13, 2022 ପାଟନା: ଆସନ୍ତା ୨୪ ତାରିଖରେ ବିହାର ବିଧାନସଭା ଅଧିବେଶନ ବସିବ ଏବଂ ମହାମେଣ୍ଟ ସରକାର ଏହିଦିନ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ । ନୀତୀଶ କୁମାର ଗତକାଲି ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଦେଶ- ବିଦେଶ ବିହାର ରାଜନୀତିରେ ହଟଚମଟ: ବିଜେପି ସହିତ ମେଣ୍ଟ ଭାଙ୍ଗିଲେ ନୀତିଶ କୁମାର Aug 9, 2022 ପାଟନା: ବିହାର ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ଼ ରାଜନୈତିକ ଘଟଣା ଘଟିପାରେ ବୋଲି ଯାହା ଆଶା କରାଯାଉଥିଲା, ତାହା ଆଜି ସତ ହୋଇଛି । ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି…
ରାଜନୀତି ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ମନ୍ତ୍ରୀ ପଦ ପାଇଲେ ବାବୁଲ୍ ସୁପ୍ରିୟୋ Aug 4, 2022 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଜାଗା ମିଳିଛି । ଏଥିରେ ବାବୁଲ୍ ସୁପ୍ରିୟୋଙ୍କୁ ମଧ୍ୟ ମନ୍ତ୍ରୀ…
ରାଜନୀତି ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର Aug 2, 2022 ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା । ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ସୋମବାର ବାଚସ୍ପତି ଓମ ର୍ବିଲା ଚାରିଜଣ…