Browsing Tag

Indian politics

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍‌-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍‌ ନୁହେଁ । ଏହାକୁ…

ଗୃହରେ ହଙ୍ଗାମା କରିବାରୁ ୧୧ ଜଣ ସାଂସଦ ନିଲମ୍ବିତ

ଦିଲ୍ଲ: ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିନବେଶନ ଆରମ୍ଭରୁ ବିରୋଧୀ ସାଂସଦ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି । ଏହା ପୂର୍ବରୁ…

ରାଜନୀତିରୁ ୟେଦୁରପାଙ୍କ ଅବସର, ପୁଅ ବିଜୟେନ୍ଦ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରªା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର…

୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା

ଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି ।…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆସନ୍ତା ୨୦ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ପର୍କରେ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନଭି ରମଣାଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ଖଣ୍ଡପୀଠ…

ଆର୍‌ଜେଡିରୁ ଇସ୍ତଫା ଦେବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ, ବିଳମ୍ବିତ ରାତ୍ରିରେ କଲେ ଘୋଷଣା

ପାଟନା: ଏପ୍ରିଲ ୨୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ସୋମବାର ବିଳମ୍ବିତ ରାତିରେ ହଠାତ୍‌ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି । ଯାହା…

ବିଧାୟକ ରବି ରାଣା ଓ ପତ୍ନୀ ସାଂସଦ ନବନୀତଙ୍କ ହନୁମାନ ଚାଳିଶା ପଢ଼ିବା ଧମକ: ମୁଖ୍ୟମନ୍ତ୍ରୀ ଠାକରେଙ୍କ ଘର ଆଗରେ ବଢ଼ିଲା…

ମୁମ୍ବାଇ: ଏପ୍ରିଲ ୨୩: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ବିଧାୟକ ରବି ରାଣା ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ତଥା ସାଂସଦ ନବନୀତ ରାଣା ହନୁମାନ ଚାଳିଶା ପଢ଼ିବା ଧମକ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ‘ମାତୋଶ୍ରୀ’…

ଗୁଜରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ

ଅହମଦାବାଦ: ଏପ୍ରିଲ ୨୧: ଗତ ବିଳମ୍ବିତ ରାତ୍ରିରେ ଆସାମ ପୋଲିସ ଗୁଜରାଟର ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଗିରଫ କରିଛି । ଆଜି ସକାଳେ ତାଙ୍କୁ ବିମାନ ଯୋଗେ ଅହମଦାବାଦରୁ ଆସାମ ନିଆଯାଇଛି । ପାଲାନପୁରସ୍ଥିତ ସର୍କିଟ୍‌…

ନିଜ କଥା ରଖିଲା ଆପ୍‌: ୧ ଏପିଲ୍‌ରୁ ପଞ୍ଜାବରେ ମାଗଣା ବିଜୁଳୀ

ଚଣ୍ଡୀଗଡ଼: ମାର୍ଚ୍ଚ ୧୫: ପଞ୍ଜାବ ନିର୍ବାଚନ ସମୟରେ ଆପ୍‌ ଦଳର ମୁଖିଆ ଅରବିନ୍ଦ କେଜରୀୱାଲ ଭୋଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହାକୁ ପୂରଣ କରିବା…

ଉତ୍ତରପ୍ରଦେଶରେ ବିଜେପିର ସ୍ଥିର ସରକାର

ନୂଆଦିଲ୍ଲୀ : ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । ୨୦୧୭ ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ…