Browsing Tag

Indian politics

ନିର୍ବାଚନ ପୂର୍ବରୁ ଗୋଆରେ ବିଜେପିକୁ ଝଟକା, କଂଗ୍ରେସରେ ମିଶିବେ କ୍ୟାବିନେଟ ମନ୍ତ୍ରୀ

ପାଣାଜି: ଜାନୁଆରୀ ୧୦: ଗୋଆର ନିର୍ବାଚନ ହେବା ପୂର୍ବରୁ ଶାସିତ ଦଳ ବିଜେପିକୁ ବଡ଼ ଝଟକା ଲାଗିଛି । ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରୁ ବନ୍ଦର ମନ୍ତ୍ରୀ ମାଇକେଲ ଲୋବୋ କ୍ୟାବିନେଟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହିତ ସେ…

ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼

ଦିଲ୍ଲୀ: ଜାନୁଆରୀ ୦୩: ନୂଆ ବର୍ଷର ପ୍ରମଥ ସୋମବାରରେ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍‌ ଜାମ ଦେଖାଯାଇଛି । ଦିଲ୍ଲୀ ସରକାରଙ୍କ ନୂଆ ମଦ ନିୟମକୁ ବିରୋଧ କରି ଭାଜପା ଏଚ୍‌ଏଚ୍‌୨୪ ରାଜରାସ୍ତାକୁ ଓହ୍ଲାଇଛି । ଫଳରେ ଦକ୍ଷିଣ…

ସପା ନେତାଙ୍କ ଘରେ ଆୟକର ବିଭାଗର ରେଡ୍‌: ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ଜାଣିଶୁଣି ଏହିପରି କରୁଛନ୍ତି ବୋଲି କହିଲେ…

ଲକ୍ଷ୍ନୌ: ଡିସେମ୍ବର ୧୮: ବିଧାନସଭା ନିର୍ବାଚନା ବୂର୍ବରୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାଜୀବ ରାୟ ଏବଂ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ହୋଇଛି ।…

ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ…

ଦିଲ୍ଲୀ: ଡିସେମ୍ବର ୦୭: ଆଜି ବିଜେପି ସଂସଦୀୟ ଶୀତକାଳୀନ ଅଧିବେଶନର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ସାଂସଦମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ସେ ଦଳୀୟ ବୈଠକରେ ଯୋଗ ଦେଇନଥିବା ନିଜ…

ଦଳ ବଦଳିଲେ ଗୋଆ ବିଧାୟକ ସାଲଗାଓଁକର

ଗୋଆ: ଡିସେମ୍ବର ୦୩: ଗୋଆ ଫରୱାର୍ଡ ପାର୍ଟିର ବିଧାୟକ ଜୟେଶ ସାଲଗାଓଁକର ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶୁକ୍ରବାର ଅପରାହ୍ନରେ ଶାସକ ବିଜେପିରେ ଯୋଗଦେବେ ବୋଲି ଗୋଆ…

ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍‌ ସିଦ୍ଧୁ ମୋସେୱାଲା

ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍‌ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ…

ମୁଖ୍ୟମନ୍ତ୍ରୀ ମମତା ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ଅଭିଯୋଗ କଲେ ବିଜେପି ନେତା

ମୁମ୍ବାଇ: ଡିସେମ୍ବର ୦୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଭାରି ପଡ଼ିଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲେ ।…

ଶୀତ ଅଧିବେଶନ ଶେଷ ଯାଏ ଧାରଣାରେ ବସିବେ ନିଲମ୍ବିତ ସାଂସଦ

ଦିଲ୍ଲୀ: ଡିସେମ୍ବର ୦୧: ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭା ଗୃହରେ ଗଣ୍ଡଗୋଳ କରିବା ଅଭିଯୋଗରେ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି ।…

ହଟ୍ଟଗୋଳ ମଧ୍ୟରେ ପାସ୍‌ ହେଲା ତିନି କୃଷି ପ୍ରତ୍ୟାହାର ବିଲ୍‌

ଦିଲ୍ଲୀ: ନଭେମ୍ବର ୨୯: ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଲୋକସଭାରେ ତିନି କୃଷି ପ୍ରତ୍ୟାହାର ବିଲ୍‌ ପାସ୍‌ ହୋଇଛି । ବାଚନିକ ଭୋଟରେ ବିଲ୍‌ ପାସ୍‌ ହୋଇଥିବାର ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି ।…

ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର…