Browsing Tag

Indian Sports

ଫିଫାର ଜୁନିୟର ମହିଳା ବିଶ୍ୱକପ୍‌ ନେଇ ଭାରତରେ ଉତ୍ସୁକତା

ନୂଆଦିଲ୍ଲୀ : ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି । ଏହା…

ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ: ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଶନିବାର ହରାରେ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ@ ୧୨.୪୫ରେ ଆରମ୍ଭ ହେବ ।…

ଭାରତୀୟ ଫୁଟବଲ ସଂଘକୁ ସସ୍‌ପେଣ୍ଡ କଲା ଫିଫା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା) ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ସସ୍‌ପେଣ୍ଡ କରାଯାଇଛି । ତୃତୀୟ ପକ୍ଷର ଅନାଧିକୃତ ପ୍ରବେଶ ପାଇଁ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବିତ କରାଯାଇଥିବା ଫିଫା ପକ୍ଷରୁ ସୂଚନା…

ତାଇପେଇ ଓପନ: ତନିଶା, କାଶ୍ୟପଙ୍କ ବିଜୟ ଅଭିଯାନ

ତାଇପେଇ : ତାଇପେଇ ସୁପର-୩୦୦ ପ୍ରତିଯୋଗିତାରେ ଭାରତୀୟଙ୍କ ଜୟଯାତ୍ରା ଜାରି ରହିଛି । ନବାଗତ ସଟଲର ତନିଶା କ୍ରାଷ୍ଟୋ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସରେ ମଧ୍ୟ ତନିଶାଙ୍କ ଜମାଣିଆ…

ପିନସେସ୍‌ କପ୍‌ ଭଲିବଲ: ଭାରତର ବିଜୟ ଅଭିଯାନ

ଭୁବନେଶ୍ୱର: ଥାଇଲାଣ୍ଡର ନାଖୁନ ପାଥୋମରେ ଚାଲିଥିବା ୨୧ତମ ପିନ୍‌ସେସ୍‌ କପ୍‌, ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ କପ୍‌ରେ ଭାରତୀୟଙ୍କ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ସିନିୟର ମହିଳା ଦଳ ୩-୦ (୨୫-୧୬, ୨୫-୧୯, ୨୫-୮)…

ରଣଜୀ ଟ୍ରଫି: ସେମିରେ ମୁମ୍ବାଇ, ମଧ୍ୟପ୍ରଦେଶ

ଆଲୁର : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ମୁମ୍ବାଇ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବେଙ୍ଗଲ ଇନିଂସ୍‌…

ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ

ବୌଦ୍ଧ : ଅଲମ୍ପିକ ଦ୍ୱାରା ସ୍ୱିକୃତୀପ୍ରାପ୍ତ ୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଆର୍ଟ ଟେମ୍ପୁଲ ମାର୍ସଲ ଆର୍ଟ ଆସୋସିଏସନ ର ଖେଳାଳୀମାନେ କୃତୀତ୍ୱ ହାସଲ କରିଛନ୍ତି । ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ…

ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ : ମୁମ୍ବାଇ, ବେଙ୍ଗଲର ଆଧିପତ୍ୟ

ଆଲୁର୍‌: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ ଟୁର୍ଣ୍ଣାମେଣ୍ଟର ରଣଜୀ ଟ୍ରଫିର କ୍ୱାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଦିନ ମୁମ୍ବାଇ ଓ ବେଙ୍ଗଲ ବ୍ୟାଟ୍ସମ୍ୟାନ୍‌ଙ୍କ ଆଧିପତ୍ୟ ଦେଖିବାକୁ…

ଏସିଆ ରୋଡ୍‌ ରେସିଂ ଚାମ୍ପିିଅନ୍‌ସିପ୍‌, ମାଲେସିଆରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ପାଇଁ ପଏଂଟ୍‌ ଯୋଡ଼ିଲେ ରାଜୀବ୍‌…

ଭୁବନେଶ୍ୱର: ମାଲେସିଆର ସେପାଙ୍ଗ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସର୍କିଟ୍‌ରେ ଚାଲିଥିବା ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ପାଇଁ ଆଉ ଏକ ପଏଣ୍ଟ…

ଏସିଆ କପ୍‌ ହକି: ଭାରତକୁ ବ୍ରୋଞ୍ଜ

ଜାକର୍ତ୍ତା: ୨୦୧୭ ସଂସ୍କରଣରେ ବିଜେତା ଭାରତୀୟ ପୁରୁଷ ହକି ଦଳ ଚଳିତ ଏସିଆ କପ୍‌ ହକିରେ ତୃତୀୟ ସ୍ଥାନ (ବ୍ରୋଞ୍ଜ) ସହ ଅଭିଯାନ ଶେଷ କରିଛି । ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ୧-୦ ଗୋଲ୍‌ରେ ଜାପାନକୁ ଧରାଶାୟୀ…