Browsing Tag

Indian sports news

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ : ଭାରତର ବିଶ୍ୱକପ ଅଭିଯାନ ଶେଷ, ନକଆଉଟ୍‌ରେ ବ୍ରାଜିଲ

ଭୁବନେଶ୍ୱର : ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଗ୍ରୁପ ଏ’ରୁ ବ୍ରାଜିଲ ନକଆଉଟ୍‌ରେ ପ୍ରବେଶ କରିଛି । ସୋମବାର କଳିଙ୍ଗରେ ଭାରତ ତାର ଶେଷ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିଥିଲା । ଏହି ମ୍ୟାଚ୍‌ରେ ବ୍ରାଜିଲ ୫-୦…

ହକି ବିଶ୍ୱକପ ମ୍ୟାଚ ସୂଚୀ: ଉଦ୍‌ଘାଟନୀରେ ସ୍ପେନ-ଭାରତ ମୁକାବିଲା

ନୂଆଦିଲ୍ଲୀ : ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ ସୂଚୀ ପ୍ରକାଶ ପାଇଛି । ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚରୁ ତା’ର…

କ୍ରୀଡ଼ା ପ୍ରଶାସନରେ ପୂର୍ବତନ ଖେଳାଳିଙ୍କ ଦବଦବା

ଭୁବନେଶ୍ୱର : କ୍ରୀଡା ପ୍ରଶାସନରେ ଏବେ ପୂର୍ବତନ ଖେଳାଳିଙ୍କ ଦବଦବା ବେଶ ବଢ଼ିଚାଲିଛି । ସେମାନଙ୍କ ମାର୍ଗ ଦର୍ଶନରେ କ୍ରୀଡାକ୍ଷେତ୍ର ଅଧିକରୁ ଅଧିକ ପ୍ରଶାରିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଭାରତୀୟ କ୍ରିକେଟ୍‌ ଭଳି ଭାରତୀୟ…

ଅବସର ନେଲେ ନମିତା ଟପୋ, କୃତଜ୍ଞତା ଜଣାଇଲା ହକି ଇଣ୍ଡିଆ

ରାଉରକେଲା : ଓଡ଼ିଆ ତାରକା ନମିତା ଟପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଲିଲିମା ମିଞ୍ଜ ଓ ଦୀପଗ୍ରେସ୍‌ ଏକାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ…

ଅବସର ନେଲେ ରବିନ ଉଥªା

ମୁମ୍ବାଇ : ଭାରତର ୨୦୦୭ ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ, ୨୦୦୪, ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ବିସ୍ପୋରକ ଭାରତୀୟ ଓପନର ରବିନ ଉଥªା ବୁଧବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର…

ଅଲ୍‌ଟିମେଟ ଖୋ ଖୋରେ ପୁରସ୍କାର ରାଶି ୨ କୋଟି

ପୁନେ : ଅଲଫିମେଟ ଖୋ ଖୋର ପ୍ରଥମ ସଂସ୍କରଣରେ ଟଙ୍କା ବର୍ଷା ହେବାକୁଯାଉଛି । ଏକ ବଡ଼ ଘୋଷଣାକ୍ରମରେ ଏଥର ମୋଟ୍‌ ୨ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ର୍‌ଥମଥର ପାଇଁ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଖୋ ଖୋ…

କଲ୍ୟାଣ ଏଆଇଏଫ୍‌ଏଫ୍‌ ସଭାପତି

ନୂଆଦିଲ୍ଲୀ : ଦୀର୍ଘ ୮୫ ବର୍ଷ ପରେ ଜଣେ ପୂର୍ବତନ ଫୁଟବଲ ଖେଳାଳି ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ)ର ସଭାପତି ପଦ ଅଳଙ୍କୃତ କରିଛନ୍ତି । ଏଆଇଏଫ୍‌ଏଫ୍‌ ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ଜଣଙ୍କ ନାମ ପ୍ରବଳ ଚର୍ଚ୍ଚାରେ…

ଏସିଆନ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌: ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ଭଲିବଲ ଦଳ ୧୮ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ପଦକ ଜିତିଛି । ସୋମବାର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତୀୟ ଦଳ ୩-୨ ଗେମ୍‌ରେ କୋରିଆକୁ ଧରାଶାୟୀ କରି…

ସିଙ୍ଗାପୁର ଓପନ: ସିନ୍ଧୁ, ପ୍ରଣୟ, ମିଥୁନ, ଅସ୍ମିତା ବିଜୟୀ

ସିଙ୍ଗାପୁର : ସିଙ୍ଗାପୁର ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ବିଗୁଲ ବାଜିଛି । ଦୁଇ ନବାଗତ ଭାରତୀୟ ମିଥୁନ ମଞ୍ଜୁନାଥ ଓ ଅସ୍ମିତା ଚାଲିହା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତିଯୋଗିତାର ଦ୍ୱିତୀୟ ଦିନ…