ପରାକ୍ରମୀ ପାଣ୍ଡ୍ୟା ଆଇପିଏଲ୍ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ
ଅହମଦାବାଦ : ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍ ପାଇଁ ହିଁ ନିଜ ବୋଲିଂ କମାଲ ସାଇତି ରଖିଥିଲେ । ରବିବାର ଫାଇନଲରେ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ଦୁଇ ବିପଜ୍ଜକନ ବ୍ୟାଟର୍ ଜୋସ୍…