କରୋନା ସଂକ୍ରମଣ ମୁକାବିଲା; ଜୁଲାଇ ୧୫ ଯାଏ ଉଡ଼ିବନି ଅନ୍ତର୍ଜାତୀୟ ବିମାନ
ଭୁବନେଶ୍ୱର : ଜୁନ ୨୬ :ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗିଲା ରୋକ । ଏବେ ନିୟମିତ ଭାବେ ବିଦେଶକୁ ଉଡ଼ିବନି ବିମାନ । ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…