Browsing Tag

Jamankira news

ଚଉଶିଙ୍ଗାର ମୁଣ୍ଡ, ଚମଡା, ମାଂସ ଜବତ: ୨ ଅଟକ

ଜମନକିରା: ଦିନକୁ ଦିନ ପଶ୍ଚିମ ଓଡ଼ିଶାରେ ବେଆଇନ୍‌ ପଶୁ ସମ୍ପଦ ଚାଲଣ ବଢ଼ୁଥିବା କେସ୍‌ ସମ୍ମାକୁ ଆସୁଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଚଢ଼ାଉ…

ପ୍ରଶାସନର ନିଘା ନାହିଁ ଗ୍ରାମବାସୀ ତିଆରି କଲେ ପୋଖରୀ

ଜମନକିରା : ଗ୍ରାମାଞ୍ଚଳ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଅବହେଳା ମନୋଭାବ ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।…

ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ

ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ…

ସ୍ୱାଧୀନତାର ୭ଦଶନ୍ଧୀ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

ଜମନକିରା : ରାଜ୍ୟ ସରକାର ରାସ୍ତାଘାଟ ନିର୍ମାଣକୁ ଗୁରୁିତ୍ୱ ଦେଉଥିବା ବେଳେ, ଏବେ ମଧ୍ୟ ଅନେକ ଗାଁ କୁ ପMା ରାସ୍ତା ନାହିଁ । ଏଭଳି ଗାଁ ରହିଛି, ଯେଉଁଠି କି ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ଅନେକ ଗାଁ ଏବେ ମଧ୍ୟ…

ଧୂଆଁମୟରେ ବିତୁଛି ଜମନକିରା ଅଞ୍ଚଳବାସୀଙ୍କ ଦିନ

ଜମନକିରା: ସମ୍ବଲପୁର ଜିଲ୍ଲାରେ ଥିବା ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଏବେ ଧୂଆଁ । ଦିନ ହେଉ ଅବା ରାତି ସବୁ ସମୟରେ ଧୂଆଁ । ଘରେ ଧୂଆଁ ପସି ଅଣନିଃଶ୍ୱାସ ହୋଇପଡ଼ୁଛନ୍ତି ଅଞ୍ଚଳବାସୀ । ଖରା ଗରମ ଅସହ୍ୟ…

ପାଣି ଟୋପାଏ ପାଇଁ ଡହଳ ବିକଳ ଗୟଲମୁଣ୍ଡି ଗ୍ରାମର ପଡ଼ାବାସୀ

ଜମନକିରା : ଗୟଲମୁଣ୍ଡି ଗ୍ରାମର ଏକ ପଡ଼ାରେ ପାନୀୟଜଳର ଘୋର ଅଭାବ ଦେଖାଯାଇଛି । ପାଣି ବୁନ୍ଦାଏ ପିଇବା ପାଇଁ ପଡ଼ାର ମହିଳା ଓ ଝିଅମାନେ ୧ କିଲୋମିଟର ଚାଲି ଚାଲି ଦୂର ନଳକୂପରୁ ପାଣି ଆଣୁଛନ୍ତି । ଖରାଦିନ ଆସିବା କାରଣରୁ ଏହି…