ଦେଶ- ବିଦେଶ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଉଦୟ ଉମେଶ ଲଳିତ Aug 4, 2022 ଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମଣା ଅବସର ନେବାକୁ ଯାଉଛନ୍ତି । ଏହାପୂର୍ବରୁ ଭାରତ ସରକାର ତାଙ୍କ ଉତ୍ତରାଧିକାରୀ ଭାବେ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ଚୟନ କରିଛନ୍ତି ।…