ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ…