ଅବସର ନେବାର ଦୁଇ ପୂର୍ବରୁ ଭିଜିଲାନ୍ସ ହାତରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ
କେନ୍ଦ୍ରାପଡ଼ା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସଙ୍କ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ସେ ପୁଣି ଅବସର ନେବାର ଦୁଇ ପୂର୍ବରୁ ଘଟିଲା ଏହି ଅଘଟଣ । ୨୦ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା ।…