ଜିଲ୍ଲା କେନ୍ଦୁପତ୍ର ଜବତ, ବନବିଭାଗକୁ ଦେଖି ଚୋରାବେପାରୀ ଫେରାର୍ May 24, 2022 ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ…