ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୧୮,୧୩୨ କରୋନା ସଂକ୍ରମିତ ଏବଂ ୨୧,୫୬୩ ସୁସ୍ଥ Oct 11, 2021 ଦିିଲ୍ଲୀ: ଅକ୍ଟୋବର ୧୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୧୩୨ ରହିଛି । ସେହପରି ୨୪ ଘଣ୍ଟାରେ ୨୧, ୫୬୩ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ସର୍ବାଧିକ ୧୦, ୬୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ…