ନୁ୍ୟୟର୍କରେ ଭୟାବହ ଅଗ୍ନିକାଣ୍ଡ: ୧୯ ମୃତ, ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ, ୩୨ ଗୁରୁତର
ନୁ୍ୟୟର୍କ : ଜାନୁଆରୀ ୧୦: ନୁ୍ୟୟର୍କ ସହରର ବ୍ରୋନ୍କ୍ସ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୯ ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ରହିଥିବା ନୁ୍ୟୟର୍କ କମିଶନର ଡ୍ୟାନିଏଲ…