ମିସ୍ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍ନାଜ ସନ୍ଧୁ
ଦିଲ୍ଲୀ : ଅକ୍ଟୋବର ୦୧: ଆଜି ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୧ ଫାଇନାଲ ରାଉଣ୍ଡ ରହିଥିଲା । ଏଥିରେ ଚଣ୍ଡିଗଡ଼ର ସୁନ୍ଦରୀ ହର୍ନାଜ ସନ୍ଧୁ ବିଜେତା ହୋଇ ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତି ନିଜ ରାଜ୍ୟର ଗୌରବ ବଢ଼ାଇଛନ୍ତି…