ଜାମ୍ମୁ କାଶ୍ମୀର LoC ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ନିହତ
ଜାମ୍ମୁ : ଅଗଷ୍ଟ ୦୧: ପାକିସ୍ତାନ ସୈନ୍ୟମାନେ ଜାମ୍ମୁ ଓ ରଜୋଉରୀ ର ଲାଇନ ଅଫ କଂଟ୍ରୋଲ ରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ଙ୍କର ମୃତ୍ୟୁ ହେଇଛି I
ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର…