ଜୀବନଚର୍ଯ୍ୟା ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ମିଠା ପଖାଳ Jan 14, 2022 ମିଠା ପଖାଳ ବ୍ୟଞ୍ଜନର ପ୍ରଚଳନ ଆମ ଓଡ଼ିଆ ସଂସ୍କୃତିରେ ବହୁ ପୂର୍ବରୁ ରହିଆସିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମିଠାପଖାଳ ନୈବେଦ୍ୟ ଲାଗି ହୁଏ । ମକର ସଂକ୍ରାନ୍ତିରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତି ଓଡ଼ିଆଙ୍କ ଘରେ ଘରେ…