ସ୍ୱାସ୍ଥ ଶୀତ ଦିନରେ ଶରୀରକୁ ମଜଭୁତ କରେ ଗାଜର Jan 18, 2022 ଶୀତଦିନେ ବିଭିନ୍ନ ପ୍ରକାରର ପନିପରିବା ଓ ଫଳ ମିଳିଥାଏ । ଯେଉଁଗୁଡିକ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । ଏହି ପନିପରିବା ମଧ୍ୟରେ ଗାଜରକୁ ସମସ୍ତେ ପସନ୍ଦ କରନ୍ତି । ଗାଜର ଖାଇବା ପାଇଁ ସମସ୍ତେ…