ପାଣିପାଗ ୧୮ ରୁ ଆଉ ଏକ ଲଘୁଚାପ, ଆଜି ୧୧ ଟି ଜିଲ୍ଲାରେ ବର୍ଷା ସମ୍ଭାବନା Sep 14, 2022 ଭୁବନେଶ୍ୱର : ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ I ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ୧୯ରେ ଲଘୁଚାପର ରୂପ ନେଇପାରେ । ଗତ ୧୧ ତରିଖରୁ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ…