ବାଣିଜ୍ୟ ଘୋଡ।ର ଦ।ମ ୫ କୋଟି ଟଙ୍କ। Dec 23, 2021 ମହାରାଷ୍ଟ୍ର: ଡିସେମ୍ବର ୨୩: ମହ।ର।ଷ୍ଟ୍ର ନ।ସିକର ଏକ ଘୋଡ। ଏବେ ବେସ୍ ଚର୍ଚ୍ଚ।ରେ । ଏହି ଘୋଡ।ର ଦ।ମ ଏବେ ୫ କୋଟି ଟଙ୍କ। ରହିଛି। ହେଲେ ଏତେ ଟଙ୍କାରେ ମଧ୍ୟ ନିଜ ଘୋଡାକୁ ବିକ୍ରି କରିବାରେ ରାଜି ହୋଇ ନାହାନ୍ତି ମାଲିକ।…