ଜିଲ୍ଲା ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ Apr 9, 2022 ଜମନକିରା : ଜମନକିରା ବ୍ଲକ ଅଞ୍ଚଳରେ ଯେପରି ଭାବେ ଏବେ ଚୋରା ଦେଶୀମଦର ବେପାର ଚାଲିଛି , ଅଞ୍ଚଳରେ କିଛି ମହୁଲ ବେପାରୀ ଭିନ୍ନ ଭିନ୍ନ ଗ୍ରାମ ଯାଇ ଲୋକଙ୍କଠୁ ମହୁଲ ନେଇ ଉଚିତ ମୂଲ୍ୟ ଦେଉନଥିବା ଅଭିଯୋଗ ହେଉଛି । ଫଳରେ ସଠିକ…