ଅପରାଧ ମମିତ। ମେହେର ହତ୍ୟ। ମ।ମଲ।, ଜାମିନ ଆବେଦନ କଲା ଅଭିଯୁକ୍ତ Dec 2, 2021 କଣ୍ଟ।ବ।ଞ୍ଜି: ଡିସେମ୍ବର ୦୨: ବହୁ ଚର୍ଚ୍ଚିତ ମମିତ। ମେହେର ହତ୍ୟ। ଘଟଣ। । ଉକ୍ତ ଘଟଣା ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଓଡିଶାରେ ଏକ ବିଶେଷ ସମ୍ବେଦନଶୀଳ ପରିବେଶ ସୃଷ୍ଟି ହୋଇଥିଲା।…
ଜିଲ୍ଲା ସନସାଇନ୍ ସ୍କୁଲରୁ ଚାକିରି ଛାଡିବାକୁ ଚାହୁଁଥିଲେ ମମିତା, ତେବେ କାହିଁକି? Oct 20, 2021 ବଲାଙ୍ଗିର : ମମିତା ନିଖୋଜ ମାମଲାରେ ଆସିଛି ନୂଆ ମୋଡ । ମହାଲିଙ୍ଗ ସ୍ଥିତ ଷ୍ଟାଡିୟମର ମାଟି ତଳୁ ମିଳିଥିବା ପାଉଁଜି, ସୁନା ଚେନ ଓ ବ୍ୟାଗ ମମିତାଙ୍କର ବୋଲି ସ୍ପଷ୍ଟ କରିଛନ୍ତି ତାଙ୍କର ପରିବାର ଲୋକେ । ଷ୍ଟାଡିୟମ ଭିତରେ…