ଓଡ଼ିଶା ପ୍ରବାସୀ ଶ୍ରମିକଙ୍କୁ ଡିଜି ଅଭୟଙ୍କ ଅଭୟବାଣୀ; ଚାଲନି, ଥାନାକୁ ଯାଅ May 15, 2020 Edited by Papu Mohanty ଭୁବନେଶ୍ୱର : May 15: ଚାଲନି, ଥାନାକୁ ଯାଅ । ଖାଇବା, ଗାଡ଼ିରେ ନେବା ଏବଂ ସୀମାରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟ ସରକାର କରିବେ । ଏ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…