ଓଡ଼ିଶା ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ May 22, 2020 Edited by Papu Mohanty କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ ।…