ପ୍ରବାସୀ/ଅସହାୟ ପ୍ରବାସୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି
ନୂଆ ଦିଲ୍ଲୀ :ମେ ୨୦: କେନ୍ଦ୍ରୀୟ ପୁଲରୁ ପ୍ରାୟ 8 କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ 5 କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, 2020) ମାଗଣାରେ ଖାଦ୍ୟ ସାମଗ୍ରୀ ପିଛିଲା ଭାବେ ବଣ୍ଟନ…