ସ୍ୱାସ୍ଥ କ୍ଷତିକାରକ ଗରମ ଚା’ Jun 30, 2022 ସକାଳୁ ଗରମ ଚା’ ପିଇବା ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ । ବହୁତ ଲୋକ ଅଛନ୍ତି ଦିନକୁ ୪ରୁ ୫ ଥର ଚା’ ପିଅନ୍ତି । ଏପରିକି ସକାଳୁ ଚା’ ନପିଇଲେ ଦିନସାରା ସେମାନେ ଚିଡିଚିଡି ହୋଇଥାଆନ୍ତି । ହେଲେ ସକାଳୁ ଖାଲି ପେଟରେ ଗରମ ଚା’…