ଓଡ଼ିଶା ବିଧାୟକ ସୌମ୍ୟରଞ୍ଜନଙ୍କୁ କରୋନା Aug 11, 2020 ଭୁବନେଶ୍ୱର : ଅଗଷ୍ଟ ୧୧:ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ୱି୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ୱ୍ୱାବ ନମୁନା ରିପୋର୍ଟ…