ଓଡ଼ିଶା ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ Jul 3, 2020 ଲଦାଖ : ବିସ୍ତାରବାଦ ଯୁଗର ଅବସାନ ଘଟିଛି । ଚୀନ ଆଉ କାହାରିକୁ ନାଲି ଆଖି ଦେଖାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଚେତାବନୀ ଦେଇଛନ୍ତି । ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ…