ଜୀବନଚର୍ଯ୍ୟା ବିଜୟଠାରୁ ଅଧିକ ଶିକ୍ଷା ଦିଏ ପରାଜୟ May 19, 2022 -ସମୟ କାହାକୁ ଅପେକ୍ଷା କରେ ନାହିଁ । ଯଦି ଆପଣ ସମୟ କିମ୍ବା ଟଙ୍କା ଖର୍ଚ୍ଚ କରିଚାଲନ୍ତି, ସେସବୁ ଶେଷ ହୋଇଯାଏ । କିନ୍ତୁ ଯଦି ଆପଣ ସେଗୁଡ଼ିକୁ ବୁଝିବିଚାରି ବିନିଯୋଗ କରନ୍ତି, ତେବେ ଭବିଷ୍ୟତରେ ଲାଭ ପାଇପାରିବେ…