Browsing Tag

movie masala

ଏବେ କ’ଣ କରୁଛନ୍ତି ରିୟା

ରିୟା ଚକ୍ରବର୍ତ୍ତୀ ବଲିଉଡ୍‌ର ଏପରି ଏକ ନାମ, ଯିଏ ଫିଲ୍ମ ନୁହେଁ ବରଂ ବିବାଦରୁ ପରିଚିତ ହୋଇଛନ୍ତି । ଗତ ଦୁଇ ବର୍ଷରେ ସେ ତାଙ୍କ ଜୀବନରେ ଅନେକ ଉ‹ାନପତନର ସାମ୍ନା କରିଛନ୍ତି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ…

‘ଦ ଲିଜେଣ୍ଡ’ରେ ଉର୍ବଶୀ

ବଲିଉଡ୍‌ର ସୁନ୍ଦରୀ ନାୟିକା ଉର୍ବଶୀ ରୌତଲା ସର୍ବଦା ନିଜର ଗ୍ଲାମରସ୍‌ ଲୁକ୍‌ ଓ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ବର୍ତ୍ତମାନ ଅଭିନେତ୍ରୀ ଉର୍ବଶୀ ତାଙ୍କ ତାମିଲ ଫିଲ୍ମକୁ ନେଇ ଉଭୟ ବଲିଉଡ୍‌ ଏବଂ…

ପରଦାରେ ଭାଇଭଉଣୀ କାହାଣୀ

ଅକ୍ଷୟ କୁମାର ପୁଣି ଥରେ ସିଲଭର୍‌ ସ୍କ୍ରିନରେ ଏକ ବ୍ରାଣ୍ଡ୍‌ ନୁ୍ୟ ଫିଲ୍ମ ସହ ଫ୍ଲୋର ଉପରକୁ ଆସିବାକୁ ଯାଉଛନ୍ତି । ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ପ୍ଲଫ୍‌ ଫିଲ୍ମ ଦେବା ପରେ ଷ୍ଟାର ଅକ୍ଷୟ ତାଙ୍କ ନୂଆ ଫିଲ୍ମକୁ ନେଇ ପୁରା…

‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍‌

ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍‌କୁ ରିଲିଜ୍‌ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍‌ର ନାମୀଦାମୀ କଳାକାର ଯଥା ରଣବୀର କପୁର,…

ବଲିଉଡ୍‌ରେ ପ୍ରଥମ: ଲାଇଭ୍‌ ଆଇପିଏଲ୍‌ ମ୍ୟାଚରେ ମୁକ୍ତିଲାଭ କଲା ଟ୍ରେଲର୍‌

ବର୍ଷର ସବୁଠୁ ବଡ଼ ଏବଂ ବହୁପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚzା’ର ଟ୍ରେଲର୍‌ ଦର୍ଶକଙ୍କ ସାମ୍ନାକୁ ଆସିଯାଇଛି । ଦୀର୍ଘ କେତେ ବର୍ଷର ଅପେକ୍ଷା ପରେ ଫିଲ୍ମର ଟ୍ରେଲରକୁ ଆମିର ଖାନ ରବିବାର ରିଲିଜ୍‌ କରିଛନ୍ତି । ଆଇପିଏଲ୍‌ର…

ସଲମାନଙ୍କ ଫିଲ୍ମରେ ସାଉଥ୍‌ କାଷ୍ଟ୍‌

ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲୀ’ ଘୋଷଣା ହେବା ପରଠୁ ହିଁ ବି-ଟାଉନ ଗଳିରେ ଚର୍ଚ୍ଚା ହେଉଛି । ପ୍ରତିଦିନ ଷ୍ଟାର କାଷ୍ଟ କିମ୍ବା ଅନ୍ୟ ଅପଡେଟ୍‌କୁ ନେଇ ନୂଆ ନୂଆ ଖବର ଆସିବାରେ ଲାଗିଛି । ନିକଟରେ ଖବର…

ପୁନମ ତନୟାଙ୍କ ସିନେ ଏଣ୍ଟ୍ରି

ବଲିଉଡ୍‌ ଅଭିନେତ୍ରୀ ପୁନମ ଢିଲ୍ଲୋଁଙ୍କ ଝିଅ ପଲୋମା ଖୁବଶୀଘ୍ର ବଲିଉଡ୍‌ରେ ଡେବୁ୍ୟ କରିବାକୁ ଯାଉଛନ୍ତି । ପ୍ରଥମ ଫିଲ୍ମରେ ପଲୋମାଙ୍କ ନାୟକ ସାଜିଛନ୍ତି ଅଭିନେତା ସନି ଦେୱଲଙ୍କ ପୁଅ ରାଜବୀର ଦେୱଲ । ପଲୋମା ନିଜ…

ଏଥର ‘ଆଶ୍ରମ ୩’ରେ ଈଶା

ମୁମ୍ବାଇ: ପ୍ରକାଶ ଝାଙ୍କ ଦ୍ୱାରା ନିର୍ଦ୍ଦେଶିତ େୱବସିରିଜ ‘ଆଶ୍ରମ’ ସବୁବେଳେ ଚର୍ଚ୍ଚା ଓ ବାଦବିବାଦ ମଧ୍ୟରେ ଘେରି ରହିଥଏ । କ୍ରମାଗତ ଏହାର ଦୁଇଟି ସିଜିନ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ଖୁବଶୀଘ୍ର ତୃତୀୟ ସିଜିନ…

ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ସଈ

ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଈ ତାମହଣକର ତାଙ୍କର ବୋଲï ଲୁକ୍‌ ଏବଂ ଦମଦାର ଆକଫି ପାଇଁ ଲାଇମଲାଇଟ୍‌ରେ ରହିଥାନ୍ତି । ସିନେମା ହେଉ କି େୱବସିରିଜ୍‌ ସେ ନିଜ କାମ ପ୍ରତି ସର୍ବଦା ଉତ୍ସଗୀକୃତ ରହିଥାନ୍ତି । କେବଳ…

ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ରୁପେଲି ପରଦାରେ ସର୍ବଦା କିଛି ଭିନ୍ନ କରିବାର ପ୍ରୟାସ ରଖିବାର ଆକାଂକ୍ଷା ରଖିଥାନ୍ତି । ଏହି ପରିପ୍ରେକ୍ଷୀରେ ସେ ମହିଳା ପୃଷ୍ଠଭୂମି ଉପରେ ଆଧାରିତ ଅନେକ ଫିଲ୍ମରେ ଏକକ ନାୟିକା…