ଜୀବନଚର୍ଯ୍ୟା ଅଜବ ହେୟାରଷ୍ଟାଇଲ୍ Jul 23, 2022 ସମୟ ସହ ତାଳ ଦେଇ ଲୋକଙ୍କ ଚାଲି ଚଳଣୀରେ ବହୁ ପରିବର୍ତ୍ତନ ଦେଖାଦେଇଛି । ପୋଷାକ, ହେୟାରଷ୍ଟାଇଲ୍ ସବୁକିଛିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ପୁରୁଣା ଫିଲ୍ମରେ ଆପଣ ଦେଖିବାକୁ ପାଇବେ ଆଗରୁ ଲୋକମାନଙ୍କର ହେୟାରଷ୍ଟାଇଲ…