ଦେଶ- ବିଦେଶ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ,କୋଲକାତା Aug 18, 2022 ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ସହରର ପ୍ରଦୂଷଣ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବାୟୁ ପ୍ରଦୂଷଣ ଗାଇଡଲାଇନରଠାରୁ ଯଥେଷ୍ଟ ଅଧିକଛ ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛିଛ ଭାରତର ଦୁଇ ପ୍ରମୁଖ…
ଦେଶ- ବିଦେଶ ଋଣ ବୋଝ କାରଣରୁ ଗୋଟିଏ ପରିବାରର ୯ ଜଣ କଲେ ଆତ୍ମହତ୍ୟା Jun 21, 2022 ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଳାର ଗୋଟିଏ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ସାରା ଦେଶବାସୀଙ୍କୁ ଆଚମ୍ବିତ କରିଦେଇଛି । କେଉଁ କାରଣରୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ପରି ଚରମ ନିଷ୍ପତି…
ଦେଶ- ବିଦେଶ ଲାଇନଚ୍ୟୁତ ହେଲା ପୁଡୁଚେରୀ ଏକ୍ସପ୍ରେସ୍ Apr 16, 2022 ମୁମ୍ବାଇ: ଅପ୍ରେଲ ୧୬: ମୁମ୍ବାଇରୁ ପୁଡୁଚେରୀ ଯାଉଥିବାବେଳେ ଘଟିଛି ଏପରି ଘଟଣା। ମହାରାଷ୍ଟ୍ରର ମାତୁଙ୍ଗା ଓ ଦାଦର ମଝିରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି…
ମନୋରଞ୍ଜନ ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା Feb 3, 2022 ‘ଲିପଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖା’ ଅଭିନେତ୍ରୀ ଆହନା କୁମରା ନିଜ କ୍ୟାରିଅରରେ ବହୁତ ସଂଘର୍ଷ କରିଛନ୍ତି । ଟେଲିଭିଜନ ଶୋରୁ ଆରମ୍ଭ କରି ଶର୍ଟ ଫିଚର ଫିଲ୍ମ, େୱବ୍ସିରିଜ୍ରେ କାମ କରିବା ପରେ ଶେଷରେ ବଲିଉଡ୍ ଫିଲ୍ମରେ…
ବାଣିଜ୍ୟ ଘୋଡ।ର ଦ।ମ ୫ କୋଟି ଟଙ୍କ। Dec 23, 2021 ମହାରାଷ୍ଟ୍ର: ଡିସେମ୍ବର ୨୩: ମହ।ର।ଷ୍ଟ୍ର ନ।ସିକର ଏକ ଘୋଡ। ଏବେ ବେସ୍ ଚର୍ଚ୍ଚ।ରେ । ଏହି ଘୋଡ।ର ଦ।ମ ଏବେ ୫ କୋଟି ଟଙ୍କ। ରହିଛି। ହେଲେ ଏତେ ଟଙ୍କାରେ ମଧ୍ୟ ନିଜ ଘୋଡାକୁ ବିକ୍ରି କରିବାରେ ରାଜି ହୋଇ ନାହାନ୍ତି ମାଲିକ।…
ମନୋରଞ୍ଜନ ‘ଦ-ବ୍ୟାଙ୍ଗ୍ ଟୁର୍’ରୁ ବାଦ୍ ପଡ଼ିଲେ ଜ୍ୟାକଲିନ୍ Dec 9, 2021 ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏସମୟରେ ‘ଦ-ବ୍ୟାଙ୍ଗ୍ ଟୁର୍’ରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ଅନେକ ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ନଜର ଆସିବେ । ସେମାନଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ, ସଈ ମାଞ୍ଜରେକର, ପ୍ରଭୁ…
ଅପରାଧ ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ Dec 9, 2021 ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍…
ମନୋରଞ୍ଜନ ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! Oct 22, 2021 ମୁମ୍ବାଇ: ଅକ୍ଟୋବର ୨୨: ଆରୟନ ଖାନ୍ଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରାଯାଇଛି ।…
ମନୋରଞ୍ଜନ ଜେରା ବେଳେ କାନ୍ଦିଲେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ Oct 4, 2021 ମୁମ୍ବାଇ: ଅକ୍ଟୋବର ୦୪: କ୍ରୁଜ୍ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ନାକ୍ରୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ (ଏନ୍ସିବି) ସେମାନଙ୍କୁ ଗତକାଲି…
Feature କୁକୁରର ବିମାନ ଯାତ୍ରା Sep 20, 2021 ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ଲୋକମାନେ ନିଜ ପୋଷା ଜୀବଙ୍କ ପାଇଁ ଅନେକ କିଛି କରୁଥିବାର ଦେଖାଯାଇଥାଏ । ସେହିଭଳି ଏକ ଘଟଣା ଘଟିଛି ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ । ଏଥିରେ ଏକ…